Skip to content

Lingashtakam in Odia – ଲିଙ୍ଗାଷ୍ଟକମ୍

📿 100% Original Karungali Mala | Authentic & Lab Certified | 50% OFF | Free Shipping | Buy Now 📿
100% Original Karungali Mala 📿

🕉️ 100% Original Karungali Mala

Authentic & Lab Certified Pure Karungali Wood for Divine Protection & Positive Energy.

₹999 ₹499 50% OFF
⏳ Limited Time Offer
🔱 Buy Now @ ₹499 📿
Secure Payment - Powered by Razorpay
🔒 Secure Payment | Trusted Checkout
📿 100% Original Karungali Mala | 50% OFF | Limited Offer 📿 | Free shipping all over india
Original Karungali Mala 📿
Original Karungali Mala (Lab Certified)
₹999 ₹499 50% OFF

Join MantraSamhita WhatsApp Channel

Stay updated with the latest Hindu texts, updates, and exclusive content.

Join Now

ବ୍ରହ୍ମମୁରାରିସୁରାର୍ଚିତ ଲିଙ୍ଗଂ
ନିର୍ମଲଭାସିତଶୋଭିତ ଲିଙ୍ଗମ୍ |
ଜନ୍ମଜଦୁଃଖଵିନାଶକ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୧ ||

ଦେଵମୁନିପ୍ରଵରାର୍ଚିତ ଲିଙ୍ଗଂ
କାମଦହଂ କରୁଣାକର ଲିଙ୍ଗମ୍ |
ରାଵଣଦର୍ପଵିନାଶନ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୨ ||

ସର୍ଵସୁଗନ୍ଧସୁଲେପିତ ଲିଙ୍ଗଂ
ବୁଦ୍ଧିଵିଵର୍ଧନକାରଣ ଲିଙ୍ଗମ୍ |
ସିଦ୍ଧସୁରାସୁରଵନ୍ଦିତ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୩ ||

କନକମହାମଣିଭୂଷିତ ଲିଙ୍ଗଂ
ଫଣିପତିଵେଷ୍ଟିତଶୋଭିତ ଲିଙ୍ଗମ୍ |
ଦକ୍ଷସୁୟଜ୍ଞଵିନାଶନ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୪ ||

କୁଙ୍କୁମଚନ୍ଦନଲେପିତ ଲିଙ୍ଗଂ
ପଙ୍କଜହାରସୁଶୋଭିତ ଲିଙ୍ଗମ୍ |
ସଞ୍ଚିତପାପଵିନାଶନ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୫ ||

ଦେଵଗଣାର୍ଚିତସେଵିତ ଲିଙ୍ଗଂ
ଭାଵୈର୍ଭକ୍ତିଭିରେଵ ଚ ଲିଙ୍ଗମ୍ |
ଦିନକରକୋଟିପ୍ରଭାକର ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୬ ||

ଅଷ୍ଟଦଲୋପରିଵେଷ୍ଟିତ ଲିଙ୍ଗଂ
ସର୍ଵସମୁଦ୍ଭଵକାରଣ ଲିଙ୍ଗମ୍ |
ଅଷ୍ଟଦରିଦ୍ରଵିନାଶନ ଲିଙ୍ଗଂ
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୭ ||

ସୁରଗୁରୁସୁରଵରପୂଜିତ ଲିଙ୍ଗଂ
ସୁରଵନପୁଷ୍ପସଦାର୍ଚିତ ଲିଙ୍ଗମ୍ |
ପରାତ୍ପରଂ ପରମାତ୍ମକ ଲିଙ୍ଗଂ [** ପରମପଦଂ **]
ତତ୍ପ୍ରଣମାମି ସଦା ଶିଵ ଲିଙ୍ଗମ୍ || ୮ ||

ଲିଙ୍ଗାଷ୍ଟକମିଦଂ ପୁଣ୍ୟଂ ୟଃ ପଠେଚ୍ଛିଵସନ୍ନିଧୌ |
ଶିଵଲୋକମଵାପ୍ନୋତି ଶିଵେନ ସହ ମୋଦତେ ||

📜 Request Stotra

🙏 If this content helped you today

Your contribution helps maintain and sustain this website. It allows us to continue sharing sacred stotras in a peaceful and accessible space.

🪔 Contribute 🙏
Powered by Razorpay

Join MantraSamhita Community on WhatsApp & Facebook

Get latest Hindu texts, spiritual updates, and exclusive content directly to you.

Join WhatsApp Follow Facebook
🙏 Your voluntary support keeps this platform ad-free.
Contribute
Powered by Razorpay
error: Content is protected !!